ଆଇସିସି ଟି-୨୦ ମାନ୍ୟତା: ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା,ଦ୍ଵିତୀୟକୁ ଉଠିଲା ଭାରତ
ଆଇସିସି ମାନ୍ୟତା ଇଂଲଣ୍ଡ ବିପକ୍ଷରେ ସଦ୍ୟସମାପ୍ତ ତିନିଟିକିଆ ଟି-୨୦ ସିରିଜରେ ଉନ୍ନତ ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳର ମାନ୍ୟତାରେ ଉନ୍ନତି ଘଟିଛି। ନିକଟରେ ଟି-୨୦ ସିରିଜ୍ରେ ଆୟରଲାଣ୍ଡକୁ ୨-୦ରେ ଏବଂ ଇଂଲଣ୍ଡକୁ ୨-୧ରେ ପରାସ୍ତକରି ଭାରତ