Tag : longest bridge

News

ମହାନଦୀରେ ନିର୍ମାଣ ହେବ ଓଡିଶାର ଦୀର୍ଘତମ ସେତୁ

ENO Beuro
ମହାନଦୀ ଉପରେ ନିର୍ମାଣ ହେବ ଓଡିଶାର ଦୀର୍ଘତମ ସେତୁ। ଏହି ସେତୁର ଲମ୍ବ ପ୍ରାୟ ୩.୧୧୯ କି.ମି ରହିବ। ୧୩୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଗୋପୀନାଥପୁର-ବୈଦେଶ୍ୱର ସେତୁର ଶୁଭାରମ୍ଭ ହୋଇଯାଇଛି।