Tag : low pressure from july 21

News

୨୧ରେ ପୁଣି ଲଘୁଚାପ,ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ENO Beuro
ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ୱେଲ୍‌ମାର୍କଡ୍ ଲଘୁଚାପ ଆଜି ଉତ୍ତର ଛତିଶଗଡ଼କୁ ଘୁଞ୍ଚିଯାଇଛି। ତେବେ ଆସନ୍ତା ୨୧ତାରିଖରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟିହେବ। ଏହା ପ୍ରଭାବରେ ଉପକୂଳ