ନ୍ୟୁଜ୍ ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 05 May, 2023 10 mins read 331 views ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ।
ନ୍ୟୁଜ୍ ଆସନ୍ତା ୫ତାରିଖ ଶୁକ୍ରବାର ବୁଦ୍ଧ ପୂର୍ଣ୍ଣିମାରେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 03 May, 2023 5 mins read 145 views ଆସନ୍ତା ୫ତାରିଖ ଶୁକ୍ରବାର ବୁଦ୍ଧ ପୂର୍ଣ୍ଣିମାରେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସଂଘଟିତ ହେବ । ଓଡିଶାବାସୀଟେଲିସ୍କୋପ୍ କିମ୍ବା ବାଇନାକୁଲର ମାଧ୍ୟମରେ ଏହି ଚନ୍ଦ୍ରଗ୍ରହଣକୁ ଦେଖିହେବ ବୋଲି ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ନ୍ୟୁଜ୍ ଚନ୍ଦ୍ର ଗ୍ରହଣରେ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟକୁ ନେଇ ଦ୍ୱନ୍ଦ୍ୱ, ବସିବ ସାନି ବୈଠକ 31 Oct, 2022 11 mins read 343 views : ଆସନ୍ତା ନଭେମ୍ବର ୮ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ। ଏହି ଦିନ ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଏହି ଦିନ ସକାଳ ୮ଟା ୨୯ରୁ ପାକ ନିଷେଧ ହେବ।
ନ୍ୟୁଜ୍ କାର୍ତ୍ତିକ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ, ଭୋର ସାଢ଼େ ୫ ପୂର୍ବରୁ ଦେବନୀତି, ଡଙ୍ଗାଭସା 27 Oct, 2022 9 mins read 244 views ଅସଲି ଖଡ଼ିରତ୍ନ ପଞ୍ଜିକାର ବିଶିଷ୍ଟ ଗଣନାକାର ଇଞ୍ଜିନିୟର ଦେବଦର୍ଶିୀ ଖଡ଼ିରତ୍ନଙ୍କ ଆକଳନ ଅନୁସାରେ, ଆସନ୍ତା ନଭେମ୍ବର ୮ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ଏହାର ୯ଘଣ୍ଟା ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଭୋର ୫ଟା ୩୯ମିନିଟରୁ ପାକତ୍ୟାଗ, ଦେବନୀତି, ଅନ୍ନଭୋଜନ ନିଷେଧ।
ନ୍ୟୁଜ୍ ଆସନ୍ତା କାର୍ତ୍ତିକ ମାସରେ ପଡୁଛି ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ 23 Sep, 2022 4 mins read 548 views ଆସନ୍ତା କାର୍ତ୍ତିକ ମାସରେ ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପଡ଼ୁଛି। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ରହୁଛି। ଅକ୍ଟୋବର ୨୫ ତାରିଖରେ କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ ପଡ଼ୁଛି।