CULTURES VASTU

ଆଜି ହେଉଛି ପବିତ୍ର ଧନ୍‌ତେରସ,ସୁନା ଦୋକାନରେ ଲାଗିଛି ଗ୍ରାହକମାନଙ୍କ ଭିଡ଼

ENO Beuro
ଆଜି ହେଉଛି ଧନ୍‌ତେରସ । ବିଶ୍ୱାସ ରହିଛି ଏହି ଦିନ ସୁନା କିମ୍ବା ରୂପା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି । ଖାସ ଏଥିପାଇଁ ସୁନା ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More