Loading...

୭ରେ ମହୁଆଙ୍କ ଉପରେ ଆସିବ ଚୂଡ଼ାନ୍ତ ରିପୋର୍ଟ

୭ରେ ମହୁଆଙ୍କ ଉପରେ ଆସିବ ଚୂଡ଼ାନ୍ତ ରିପୋର୍ଟ

ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କ ବିରୋଧରେ ଲୋକ ସଭା ଏଥିକ୍ସ କମିଟି ବୈଠକ ଆସନ୍ତା ୭ ତାରିଖରେ ବସିବ। ବୈଠକରେ ରିପୋର୍ଟ ଉପରେ ବିଚାର କରାଯାଇ ଗୃହୀତ ହେବ।

ପ୍ରଶ୍ନ ପଚାରିବା ପାଇଁ ଟଙ୍କା’ ନେବା ଦୁର୍ନୀତିରେ ଫସିଥିବା ମହୁଆ ମୈତ୍ରଙ୍କ ସହ ସମ୍ପର୍କ ଥିବାରୁ ଅଡୁଆରେ ପିନାକୀ ମିଶ୍ର

ପ୍ରଶ୍ନ ପଚାରିବା ପାଇଁ ଟଙ୍କା’ ନେବା ଦୁର୍ନୀତିରେ ଫସିଥିବା ମହୁଆ ମୈତ୍ରଙ୍କ ସହ ସମ୍ପର୍କ ଥିବାରୁ ଅଡୁଆରେ ପିନାକୀ ମିଶ୍ର

ପିନାକୀ ଏବଂ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ଏମ୍‌ପି ମହୁଆ ମୈତ୍ରଙ୍କ ଘନିଷ୍ଠ ସମ୍ପର୍କ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ପିନାକୀଙ୍କ ପାଇଁ ବର୍ତ୍ତମାନ ଓଡ଼ିଶା ନିନ୍ଦିତ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମହୁଆ ମୋଇତ୍ରା ଓ  ଶଶି ଥରୁରଙ୍କ ବ୍ୟକ୍ତିଗତ ଫୋଟୋ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମହୁଆ ମୋଇତ୍ରା ଓ ଶଶି ଥରୁରଙ୍କ ବ୍ୟକ୍ତିଗତ ଫୋଟୋ

ନିଜ ତୀକ୍ଷ୍ଣ ପ୍ରଶ୍ନବାଣରେ ସରକାର ଓ ଶାସକ ଦଳକୁ ସଂସଦରେ ଘାଇଲା କରୁଥିବା ତୃଣମୂଳ କଂଗ୍ରେସର ଫାଏରବ୍ରାଣ୍ଡ ନେତ୍ରୀ ତଥା ସାଂସଦ ମହୁଆ ମୋଇତ୍ରା ଏବେ ଭିନ୍ନ କାରଣରୁ ମସାଲୋଚନା ଓ କଟାକ୍ଷର ପରିଧି ଭିତରକୁ ଆସିଛନ୍ତି ।