Tag : malkangiri

News

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ

ENO Beuro
ଲଘୁଚାପ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ।ମାଲକାନଗିରି ସଦର ମହକୁମାରେ ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇଛି । ମୁଖ୍ୟ ରାସ୍ତାରେ ପାଣି ଜମିବା ଯୋଗୁଁ ବସ ଷ୍ଟାଣ୍ଡ, ସତସଙ୍ଗ ବିହାର, ସମ୍ବାୟl ଗୁଡା