ସାରାଙ୍କୁ ଅପରହରଣ କରିନେବା ପାଇଁ ଧମକ , ଅଭିଯୁକ୍ତକୁ ଗିରଫ କରିଛି ପୋଲିସENO BeuroJanuary 8, 2018 by ENO BeuroJanuary 8, 20181128 ସଚିନ ତେନ୍ଦୁଲକରଙ୍କ ଝିଅ ସାରାକୁ ଫୋନରେ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୂର୍ବ ମେଦିନାପୁର ମହିଷାଡଲ ଅଞ୍ଚଳର ଉକ୍ତ ଯୁବକଙ୍କୁ ପୋଲିସ ହେଫାଜତରେ ରଖାଯାଇ ଘଟଣାର ତଦନ୍ତ କରାଯାଉଛି। ତେବେ ପ୍ରଶ୍ନ