Tag : man crushed under chariot

News

ବାହୁଡାଯାତ୍ରା ବେଳେ ଅଘଟଣ: ରଥ ଚକା ତଳେ ଚାଲିଗଲା ଜୀବନ

ENO Beuro
ରବିବାରରେ କେନ୍ଦ୍ରପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ପୋଖରିଆପଡା ପତିତପାବନଜୀଉଙ୍କ ବାହୁଡାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ରଥଚକା ତଳେ ପଡିଯିବାରୁ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଅଳଭା ଗ୍ରାମର ନିରାକାର ଜେନା ବୋଲି