ଜୀବନଚର୍ଯ୍ୟା ତ୍ୱଚା ପାଇଁ ବେଶ୍ ଲାଭଦାୟକ ଆମ୍ବ,ଜାଣନ୍ତୁ କ’ଣ ଫାଇଦା 24 Apr, 2022 15 mins read 563 views ଆମ୍ବ ଏପରି ଏକ ଫଳ ଯାହା ସମସ୍ତଙ୍କର ପସନ୍ଦ ଥାଏ । ଏହାର ସ୍ୱାଦ ଜେମିତି ମିଟା ବାସ୍ନା ମଧ୍ୟ ସେମିତି । ଫଳ ମଧ୍ୟରେ ଆମ୍ବକୁ ଫଳର ରାଜା ବୋଲି କୁହାଯାଏ ।