Tag : Marital relationship tips

LIFESTYLE

ଆସନ୍ତୁ ଜାଣିବା ବୈବାହିକ ସଂପର୍କକୁ କିପରି ସୁଦୃଢ କରିବେ

ENO Beuro
ବିିବାହ ହେଉଛି ଦୁଇଟି ହୃଦୟର ମିଳନ । ଦୁଇଟି ଅଜଣା ଲୋକ ଅଗ୍ନିକୁ ସାକ୍ଷୀ ରଖି ବେଦି ଉପରେ ବସି ବାହା ହୋଇଥାନ୍ତି । ବିବାହ ପରେ ଉଭୟଙ୍କ ଜୀବନରେ ପରିବର୍ତନ ଆସିଥାଏ ।