Tag : mary com

SPORTS

ବିଶ୍ୱ ମାନ୍ୟତାର ଶୀର୍ଷରେ ମେରିକମ୍‌

ENO Beuro
୬ ଥର ବିଶ୍ବ ବିଜୟିନୀ ‌ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ସଦ୍ୟ ପ୍ରକାଶିତ ବିଶ୍ବ ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏହି ମଣିପୁରୀ ମହିଳା ଗତ ନଭେମ୍ବରରେ ଦିଲ୍ଲୀରେ ଆୟୋଜିତ ବିଶ୍ବ