Tag : mary kom created history

SPORTS

ଇତିହାସ ରଚିଲେ ମେରି କମ୍, ମିଳିଲା ଏସିଆର ସର୍ବଶ୍ରେଷ୍ଠ ମହିଳା ଆଥଲେଟର ପୁରସ୍କାର

Ratnamani Moharana
ଛଅ ଥର ବିଶ୍ବ ଚାମ୍ପିୟନ୍ ହୋଇଥିବା ଭାରତୀୟ ମହିଳା ବକ୍ସର୍ ଏମସି ମେରିକମ୍  ଏସିଆର ସର୍ବଶ୍ରେଷ୍ଠ ମହିଳା ଆଥଲେଟ୍ ପୁରସ୍କାର ପାଇଛନ୍ତି। ଅନ୍ତଃରାଷ୍ଟ୍ରୀୟ କ୍ରୀଡା ପ୍ରେସ୍ ସଂଘ ମୁତାବକ, ଏସିଆନ୍ ସ୍ପୋଟସ୍ ରାଇଟସ୍ ୟୁନିୟନ୍