ରୋଷେଇ ଆସନ୍ତୁ ଜାଣିବା କେମିତି କରିବେ ସୁଆଦିଆ ମସଲା ପାସ୍ତା 22 Jan, 2023 6 mins read 223 views ଏବେ କଡେଇରେ ଅଳ୍ପ ତେଲ ଗରମ କରନ୍ତୁ। ସେଥିରେ ପିଆଜ ପକାନ୍ତୁ। ପିଆଜ ଅଳ୍ପ ଲାଲ୍ ହୋଇଯିବା ପରେ ଏଥିରେ କଟାଯାଇଥିବା ରସୁଣ ପକାନ୍ତୁ।