Loading...

ରାଜ୍ୟକୁ ପୁଣି ଫେରିଲା ମାସ୍କ କଟକଣା, ସ୍ୱାସ୍ଥ୍ୟ ଅନୁଷ୍ଠାନରେ ବାଧ୍ୟତା ମୂଳକ କଲା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟକୁ ପୁଣି ଫେରିଲା ମାସ୍କ କଟକଣା, ସ୍ୱାସ୍ଥ୍ୟ ଅନୁଷ୍ଠାନରେ ବାଧ୍ୟତା ମୂଳକ କଲା ସ୍ୱାସ୍ଥ୍ୟ ବିଭାଗ

ଦିନକୁ ଦିନ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନାହୁଁ ।