Loading...

୨୯ରୁ ମାଟ୍ରିକ ପରୀକ୍ଷା, ନୋଡାଲ୍‌ ସେଣ୍ଟର ଅଭିମୁଖେ ପ୍ରଶ୍ନପତ୍ର

୨୯ରୁ ମାଟ୍ରିକ ପରୀକ୍ଷା, ନୋଡାଲ୍‌ ସେଣ୍ଟର ଅଭିମୁଖେ ପ୍ରଶ୍ନପତ୍ର

ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପେଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ।

ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ନବମ ଓ ମାଟ୍ରିକ୍‌ ପରୀକ୍ଷା ସୂଚୀ

ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ନବମ ଓ ମାଟ୍ରିକ୍‌ ପରୀକ୍ଷା ସୂଚୀ

ଚଳିତ ବର୍ଷ ପାଇଁ ପ୍ରକାଶ ପାଇଲା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷା ସୂଚୀ । ଏପ୍ରିଲ୍‌ ୨୯ରେ ଦ୍ୱିତୀୟ ଭାଷା, ମେ ୨ ରେ ଗଣିତ ପରୀକ୍ଷା, ମେ ୪ରେ ବିଜ୍ଞାନ, ମେ ୫ରେ ପ୍ରଥମ ଭାଷା ପରୀକ୍ଷା, ମେ ୬ରେ ତୃତୀୟ ଭାଷା, ମେ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ପରୀକ୍ଷା ଅନୁଷ୍ଠିତ ହେବ ।