Loading...

ମାଟ୍ରିକ୍‌ ପରୀକ୍ଷାରେ ମୁଦ୍ରଣ ଜନିତ ତ୍ରୁଟି ପାଇଁ ସ୍ବତନ୍ତ୍ର ମାର୍କିଂ ବ୍ୟବସ୍ଥା କଲା ମାଧ୍ୟମିକ ଶିକ୍ଷା ପରିଷଦ

ମାଟ୍ରିକ୍‌ ପରୀକ୍ଷାରେ ମୁଦ୍ରଣ ଜନିତ ତ୍ରୁଟି ପାଇଁ ସ୍ବତନ୍ତ୍ର ମାର୍କିଂ ବ୍ୟବସ୍ଥା କଲା ମାଧ୍ୟମିକ ଶିକ୍ଷା ପରିଷଦ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ସାମାଜିକ ବିଜ୍ଞାନର ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ରହିଥିଲା।

ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ

ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ

ଆଜି ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ। ମାର୍ଚ ୧୦ରୁ ଦଶମ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ।।

ସକାଳୁ ସକାଳୁ ପରୀକ୍ଷା ଦେଉଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ

ସକାଳୁ ସକାଳୁ ପରୀକ୍ଷା ଦେଉଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ

ସକାଳ ୮ ଟାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ।

ରାତିପାହିଲେ ମାଟ୍ରିକ ସମେଟିଭ ୨ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ରାତିପାହିଲେ ମାଟ୍ରିକ ସମେଟିଭ ୨ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ରାତିପାହିଲେ ମାଟ୍ରିକ ସମେଟିଭ ୨ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ରାଜ୍ୟରେ ମୋଟ ୩୨୧୮ କେନ୍ଦ୍ରରେ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା।

ମାର୍ଚ୍ଚ ୧୦ ତାରିଖରୁ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ମାର୍ଚ୍ଚ ୧୦ ତାରିଖରୁ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ମାର୍ଚ୍ଚ ୧୦ ତାରିଖରୁ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ବୋର୍ଡ ୱେବ୍‌ସାଇଟ୍‌ରେ ମାଟ୍ରିକ୍ ପରୀକ୍ଷା ଜଡିତ ସମସ୍ତ ତଥ୍ୟ ଦେଲା ମାଧ୍ୟମିକ ଶିକ୍ଷା ପରିଷଦ

ବୋର୍ଡ ୱେବ୍‌ସାଇଟ୍‌ରେ ମାଟ୍ରିକ୍ ପରୀକ୍ଷା ଜଡିତ ସମସ୍ତ ତଥ୍ୟ ଦେଲା ମାଧ୍ୟମିକ ଶିକ୍ଷା ପରିଷଦ

ବୋର୍ଡ ୱେବ୍‌ସାଇଟ୍‌ରେ ମାଟ୍ରିକ, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡ ଛଡାଯାଇଛି। ଅଥବା ପରୀକ୍ଷାର୍ଥୀମାନେ ନିଜ ନାମ ଓ ବାପାଙ୍କ ନାମକୁ ଲଗ୍ ଇନ୍ କରି ଆଡମିଟ୍‌ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ‌ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁ ସୂଚନା ଦେଇଛନ୍ତି।

ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ୨୦ ଯାଏଁ ମାଟ୍ରିକ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ୨୦ ଯାଏଁ ମାଟ୍ରିକ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତା ମାସ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରେ ମାତୃଭାଷା ପରୀକ୍ଷା ହେବ ।

ଶିକ୍ଷାବର୍ଷ ଅଧାରେ ନୂଆ ପାଠ୍ୟକ୍ରମର ନୂଆ ବିଷୟକୁ ନେଇ ଦ୍ବନ୍ଦ୍ବରେ ମାଟ୍ରିକ ପରୀକ୍ଷାର୍ଥୀ

ଶିକ୍ଷାବର୍ଷ ଅଧାରେ ନୂଆ ପାଠ୍ୟକ୍ରମର ନୂଆ ବିଷୟକୁ ନେଇ ଦ୍ବନ୍ଦ୍ବରେ ମାଟ୍ରିକ ପରୀକ୍ଷାର୍ଥୀ

ଶିକ୍ଷାବର୍ଷ ଅଧାରେ ନୂଆ ପାଠ୍ୟକ୍ରମ ପ୍ରକାଶ ପାଇଲା। ଶିକ୍ଷାବର୍ଷ ସରିବାକୁ ବସିଥିଲେ ବି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ନୂଆ ବିଷୟ ଯୁକ୍ତ ବହି ଛାପି ପାରିଲେ ନାହିଁ।