ନ୍ୟୁଜ୍ ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ 13 Mar, 2023 4 mins read 264 views ଆଜି ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ। ମାର୍ଚ ୧୦ରୁ ଦଶମ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ।।
ନ୍ୟୁଜ୍ ସକାଳୁ ସକାଳୁ ପରୀକ୍ଷା ଦେଉଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ 23 Nov, 2022 8 mins read 210 views ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା। ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଥିବା ଏ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ନ୍ୟୁଜ୍ ଆସନ୍ତାକାଲିଠାରୁ ମାଟ୍ରିକ ଏସ୍ଏ-୧ ପରୀକ୍ଷା ଦେବେ ଛାତ୍ରଛାତ୍ରୀ 22 Nov, 2022 12 mins read 338 views ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍ମେଣ୍ଟ(ଏସ୍ଏ-୧) ପରୀକ୍ଷା ଆସନ୍ତା ୨୩ ତାରିଖ ବୁଧବାରଠାରୁ ଆରମ୍ଭ ହେଉଛି।
ନ୍ୟୁଜ୍ ମାଧ୍ଯମିକ ଶିକ୍ଷା ପରିଷଦ (ବିଏସ୍ଇ) ପକ୍ଷରୁ ପ୍ରକାଶ ପାଇଲା ସଂଶୋଧିତ ମାଟ୍ରିକ୍ ଫଳାଫଳ 03 Nov, 2022 8 mins read 252 views ମାଧ୍ଯମିକ ଶିକ୍ଷା ପରିଷଦ (ବିଏସ୍ଇ) ପକ୍ଷରୁ ସଂଶୋଧିତ ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇଛି। ପୁନର୍ବାର ମାର୍କ ଯାଞ୍ଚ ପାଇଁ ଆବେଦନ କରିଥିବା ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍ http://www.bseodisha.ac.in ପରିଦର୍ଶନ କରି ନିଜ ସଂଶୋଧିତ ଫଳାଫଳ ଦେଖିପାରିବେ ।
ନ୍ୟୁଜ୍ ଆରମ୍ଭ ହେଲା ମାଟ୍ରିକ୍ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା 05 Jan, 2022 6 mins read 415 views ଆରମ୍ଭ ହେଲା ମାଟ୍ରିକ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା। ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ପରୀକ୍ଷାର୍ଥୀ। ୩ହଜାର ୯୩ କେନ୍ଦ୍ରରେ ହେଉଛି ପରୀକ୍ଷା ।