Tag : mayare baya bysamuel singh

Entertainment

ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ

ENO Beuro
ରଙ୍ଗବତୀ ପରେ ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ ସାମୁଏଲ ସିଂ। ଗତ ୧୨ ତାରିଖରେ ରିଲିଜ ହୋଇଥିଲା ଓଡିଆ ଫିଲ୍ମ “ଟୋକାଟା ଫସିଗଲା”ର ଲୋକପ୍ରିୟ ଗୀତ “ସବୁ ମାୟାରେ ବାୟା”କୁ ଗତକାଲି ସନ୍ଧ୍ୟାରେ