Tag Archives: mental stress

Archives

  • ମାନସିକ ଚିନ୍ତାରୁ କିପରି ମୁକ୍ତି ପାଇବା ଆସନ୍ତୁ ଜାଣିବା

    ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ମାନସିକ ଚାପରେ ରହୁଛନ୍ତି । କେହି ନିଜର ରୋଜଗାରକୁ ନେଇ ତ ପୁଣି କେହି ଦାମ୍ପତ୍ୟ ଜୀବନକୁ ନେଇ ତ ପୁଣି କାର୍ଯ୍ୟକ୍ଷେତ୍ର ସମସ୍ୟାକୁ ନେଇ ମାନସିକ ଚାପରେ ରହୁଛନ୍ତି । ଏହି ମାନସିକ ଚାପରୁ ମୁକୁଳିବା ଲାଗି ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଆପଣ ଜାଣନ୍ତି ଏହାର ଅନ୍ୟ ଏକ ସରଳ ଉପାୟ ବି ରହିଛି । ...