Loading...

କର୍ମଚାରୀ ଛଟେଇ କରିବ ‘ମାଇକ୍ରୋସଫ୍ଟ୍‌’

କର୍ମଚାରୀ ଛଟେଇ କରିବ ‘ମାଇକ୍ରୋସଫ୍ଟ୍‌’

‘ବ୍ଲୁମ୍‌ବର୍ଗ ନିଉଜ୍‌’ ରିପୋର୍ଟ ଅନୁସାରେ, ବୁଧବାରଠାରୁ ‘ମାଇକ୍ରୋସଫ୍ଟ୍‌’ ତା’ର ଇଞ୍ଜିନିୟରିଙ୍ଗ୍‌ ଡିଭିଜନ୍‌ଗୁଡ଼ିକରୁ କର୍ମଚାରୀ ଛଟେଇ ଘୋଷଣା କରିପାରେ।କିନ୍ତୁ, ଏହାକୁ ଗୁଜବ କହି ଏ ସଂକ୍ରାନ୍ତରେ ଟିପ୍ପଣୀ ଦେବାକୁ ‘ମାଇକ୍ରୋସଫ୍ଟ୍‌’ର ଜଣେ ମୁଖପାତ୍ର ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’କୁ ମନା କରିଦେଇଛନ୍ତି।