Tag Archives: mihir das and anu choudhary to join in bjp

Archives

  • ବିଜେପିରେ ସାମିଲ ହେବେ ଓଲିଉଡର ତାରକା ମିହିର ଦାସ ଓ ଅନୁ ଚୌଧୁରୀ

    ଆଜି ବିଜେପିରେ ସାମିଲ ହେବେ ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ସେମାନେ ବିଜେପିରେ ଯୋଗ ଦେବେ ବୋଲି କହିଛନ୍ତି ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶ ପଥରେ ଆଗେଇ ଥିବାରୁ ବିଜେପି ପ୍ରତି ...