Loading...

କ୍ଷୀର ସହିତ ଆଦୌ ଖାଆନ୍ତୁ ନାହିଁ ଏହି ଜିନିଷ

କ୍ଷୀର ସହିତ ଆଦୌ ଖାଆନ୍ତୁ ନାହିଁ ଏହି ଜିନିଷ

କ୍ଷୀର କ୍ୟାଲସିୟମର ମୁଖ୍ୟ ଉତ୍ସ ହେବା ସହିତ ଏହା ଶକ୍ତି ମଧ୍ୟ ଦେଇଥାଏ।ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ବଜାୟ ରଖିବା ପାଇଁ ଶିଶୁ ଏବଂ ବୟସ୍କମାନଙ୍କୁ ମଧ୍ୟ ପ୍ରତିଦିନ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି।