Tag : minister

POLITICALS

ଭୁପେଶ ବାଘେଲ ହେଲେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ENO Beuro
ପାଞ୍ଚଦିନ ହେଲା ବହୁ କସରତ କରିବା ପରେ କଂଗ୍ରେସ ଗତକାଲି ଛତିଶଗଡ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭୁପେଶ ବାଘେଲଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛି। ଭୁପେଶ ବାଘେଲ ଆଜି ସନ୍ଧ୍ୟାରେ