Tag : minor

News

ଲୁଟ ପରେ ନାବାଳିକାକୁ ଗଣବଳତ୍କାର

ENO Beuro
ରାତି ଅଧରେ ଘରେ ପଶି ଲୁଚିଲେ। ଲୁଟ ପରେ ଶୋଇଥିବା ନାବାଳିକାକୁ ଉଠାଇ ନେଇ ଗଣବଳତ୍କାର କଲେ ଦୁବୃତ୍ତ। ଏମିତି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଜିଲ୍ଲାର ପୋଲସରା ବ୍ଲକ୍‌ ବାଲିସାହି ଫାଣ୍ଡି ଅଞ୍ଚଳରେ