Tag Archives: Mirabai chanu won the first gold in commonwelth game

Archives

  • ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ

    ଭାରତକୁ ମିଳିଛି ୨ ପଦକ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ । ଭାରତୀୟ ମହିଳା ଖେଲାଳି ସାଇଖୋମ ମୀରାବାଇ ଜାନୁ ୨୧ ତମ କମନୱେଲ୍ଥ କ୍ରୀଡାରେ ଗୁରୁବାର ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ।  ୪୮ କେଜିର ବର୍ଗରେ ମୀରାବାଇଙ୍କୁ ସ୍ୱର୍ଣ୍ଣ ମିଳିଛି । ଚାନୁ ସ୍ନାଚରେ ୮୬ କିଲୋଗ୍ରାମ ଓ କ୍ଲିନ ଏଂଡ ଜର୍କରେ ୧୧୦ ସ୍କୋର ସହ ମୋଟ ୧୯୬ ...