Tag Archives: Missing AIIMS Student Sohel azad case

Archives

  • ମେଡିକାଲ ଛାତ୍ର ସୋହେଲଙ୍କ ନିଖୋଜ ଘଟଣା : ଦିଲ୍ଲୀ ଗଲା ୩ ଜଣିଆ ଟିମ୍‌

    ନିଖୋଜ ଏମ୍ସ ଡାକ୍ତରୀ ଛାତ୍ରଙ୍କୁ ଖୋଜିବାକୁ ଦିଲ୍ଲୀ ଗଲା କମିସନରେଟ ପୋଲିସ ଜମ୍ମୁ-କଶ୍ମୀର ମେଡିକାଲ ଛାତ୍ର ସୋହେଲ ଇସାକଙ୍କ ନିଖୋଜ ଘଟଣାରେ କମିଶନରେଟ ପୋଲିସର ତଦନ୍ତ ଜୋରଦାର ହୋଇଛି । ଆଜି ଦିଲ୍ଲୀ ଯାଇଛନ୍ତି କମିସନରେଟ ପୋଲିସର ଏକ ତିନି ଜଣିଆ ଟିମ । ଦିଲ୍ଲୀ ସ୍ଥିତ ନିଜ ସଂପର୍କୀୟଙ୍କ ଘରେ ସୋହେଲ ଏଜାଜ ଥିବା ସୂଚନା ପାଇ ଦିଲ୍ଲୀ ଯାଇଛି ଟିମ। ଗତ ...