Loading...

ସେପ୍ଟେମ୍ବର ୨ ଶନିବାରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧, ସୂର୍ଯ୍ୟର ନିକଟତର ହେବାକୁ ନେବ ୪ ମାସ

ସେପ୍ଟେମ୍ବର ୨ ଶନିବାରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧, ସୂର୍ଯ୍ୟର ନିକଟତର ହେବାକୁ ନେବ ୪ ମାସ

ସେପ୍ଟେମ୍ବର ୨ ଶନିବାରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧। ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ଉତ୍‌କ୍ଷେପଣ ହେବ।