Loading...

ଡିସେମ୍ବର ୨୪ରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଡିସେମ୍ବର ୨୪ରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତା ଡିସେମ୍ବର ୨୪ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେପି ନେତା ମୋହନ ମାଝୀ ସୂଚନା ଦେଇଛନ୍ତି ।

ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ

ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ

ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ବୈଧ ମୋହର ମାରିଲେ ସୁପ୍ରିମକୋର୍ଟ। ଜମ୍ମୁ କାଶ୍ମୀରରୁ ୩୭୦  ଧାରା ଉଚ୍ଛେଦକୁ ବୈଧ ଘୋଷଣା କଲାପରେ ଭାରତ ରାଷ୍ଟ୍ରସଂଘରେ ମିଶିବା ବେଳେ ଜମ୍ମୁ ଓ କଶ୍ମୀର ତା’ର ସାର୍ବଭୌମତ୍ବ ବା ଅଭ୍ୟନ୍ତରୀଣ ସାର୍ବଭୌମତ୍ବ ଧରି ରଖି ନ ଥିଲା ବୋଲି ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନ ବିଚାର ପତି ଡି. ୱାଇ. ଚନ୍ଦ୍ରଚୂଡ଼।

ଆଜି ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିବସ, ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିବସ, ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ବର୍ଷୀୟାନ୍‌ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

ମାଣ୍ଡିଆ ଚାଷ ଓ ଶସ୍ୟ ଉପରେ ‘ଏବଡେନ୍ସ ଇନ୍ ମିଲେଟ୍’ ଗୀତ ଲେଖି ଗ୍ରାମୀ ପୁରସ୍କାର ପାଇବେ ମୋଦୀ

ମାଣ୍ଡିଆ ଚାଷ ଓ ଶସ୍ୟ ଉପରେ ‘ଏବଡେନ୍ସ ଇନ୍ ମିଲେଟ୍’ ଗୀତ ଲେଖି ଗ୍ରାମୀ ପୁରସ୍କାର ପାଇବେ ମୋଦୀ

ପ୍ରଥମ ଥର ପାଇଁ କୌଣସି ରାଜନେତା ବିଶ୍ୱର ଅନ୍ୟତମ ସମ୍ମାନଜନକ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲିଖିତ ମାଣ୍ଡିଆ ଚାଷ ଓ ଶସ୍ୟ ଭାବେ ଏହାର ଉପଯୋଗିତା ବିଷୟରେ କହିବାକୁ ଯାଇ ‘ଏବଡେନ୍ସ ଇନ୍ ମିଲେଟ୍’ ଗୀତର ସଂଳାପ ଲେଖିଥିବାରୁ “”ଶ୍ରେଷ୍ଠ ଗ୍ଲୋବାଲ ମ୍ୟୁଜିକ୍ ପରଫରମାନ୍ସ”” ବର୍ଗ ପାଇଁ ମନୋନୀତ ହୋଇଛି ।

ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ

ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ

ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ। ଏହି ପୋଷ୍ଟରକୁ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ଲଗାଇବାକୁ ଦଳ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇଛି ।

ନୋବେଲ୍‌ ଶାନ୍ତି ପୁରସ୍କାର ରେସର ସବୁଠାରୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ

ନୋବେଲ୍‌ ଶାନ୍ତି ପୁରସ୍କାର ରେସର ସବୁଠାରୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ

ନୋବେଲ୍‌ ଶାନ୍ତି ପୁରସ୍କାର ରେସର ସବୁଠାରୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ। ଏମିତି କିଛି ବୟାନ ଏବେ ସାରା ବିଶ୍ବରେ ଚର୍ଚାର ବିଷୟ ପାଲଟିଛି। ଏପରି କିଛି ବୟାନ ଦେଇଛନ୍ତି ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍ ।

ଭିକ୍ଷା ଥାଳ ଧରି ପୂରା ବିଶ୍ୱ ବୁଲୁଛି ପାକିସ୍ତାନ

ଭିକ୍ଷା ଥାଳ ଧରି ପୂରା ବିଶ୍ୱ ବୁଲୁଛି ପାକିସ୍ତାନ

"ଭାରତ ସହ ତିନିଥର ଯୁଦ୍ଧ ଲଢି ପାକିସ୍ତାନ ଉଚିତ୍ ଶିକ୍ଷା ପାଇସାରିଛି । ଏବେ ଆମେ ଶାନ୍ତିରେ ରହିବାକୁ ଚାହୁଁଛୁ । ଭାରତ ଓ ପାକିସ୍ତାନ ଦୁଇ ପଡୋଶୀ ଏବଂ ପରସ୍ପର ସହ ରହିବା ଉଚିତ୍ ।" ସମ୍ପ୍ରତ୍ତି ପାକିସ୍ତାନ ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତକୁ ନେଇ ଏପରି ବିବୃତ୍ତି ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ।