ନଅ ବର୍ଷରେ ମୋଦି ସରକାର
ମୋଦି ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଏକ ଭବ୍ୟ ଆୟୋଜିତ ସହିତ ନୂତନ ସଂସଦ ଗୃହର ଉଦ୍ଘାଟନ ହୋଇପାରେ।
Loading...
ମୋଦି ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଏକ ଭବ୍ୟ ଆୟୋଜିତ ସହିତ ନୂତନ ସଂସଦ ଗୃହର ଉଦ୍ଘାଟନ ହୋଇପାରେ।
ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ। ଏହି ପୋଷ୍ଟରକୁ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ଲଗାଇବାକୁ ଦଳ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇଛି ।
ନୋବେଲ୍ ଶାନ୍ତି ପୁରସ୍କାର ରେସର ସବୁଠାରୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ। ଏମିତି କିଛି ବୟାନ ଏବେ ସାରା ବିଶ୍ବରେ ଚର୍ଚାର ବିଷୟ ପାଲଟିଛି। ଏପରି କିଛି ବୟାନ ଦେଇଛନ୍ତି ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍ ।
"ଭାରତ ସହ ତିନିଥର ଯୁଦ୍ଧ ଲଢି ପାକିସ୍ତାନ ଉଚିତ୍ ଶିକ୍ଷା ପାଇସାରିଛି । ଏବେ ଆମେ ଶାନ୍ତିରେ ରହିବାକୁ ଚାହୁଁଛୁ । ଭାରତ ଓ ପାକିସ୍ତାନ ଦୁଇ ପଡୋଶୀ ଏବଂ ପରସ୍ପର ସହ ରହିବା ଉଚିତ୍ ।" ସମ୍ପ୍ରତ୍ତି ପାକିସ୍ତାନ ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତକୁ ନେଇ ଏପରି ବିବୃତ୍ତି ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’। ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି।
ପରୀକ୍ଷା ପେ ଚର୍ଚ୍ଚା ମୋର ବହୁତ ପ୍ରିୟ କାର୍ଯ୍ୟକ୍ରମ । ଆଜିର ଦିନ ଖୁସିର ଦିନ । ପର୍ବ ପର୍ବାଣୀ ମଧ୍ୟରେ ପରୀକ୍ଷା ବି ହୋଇଥାଏ । ଏଥିପାଇଁ ପର୍ବର ମଜା ଅନେକ ଉଠାଇ ପାରିନଥାନ୍ତି ।
କର୍ମୀ ହିଁ ଦଳର ଶକ୍ତି । ଏକ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ କର୍ମୀଙ୍କ ପାଦ ଛୁଇଁଲେ ନରେନ୍ଦ୍ର ମୋଦୀ । ନିଜ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଚକିତ କରିଥିବା ମୋଦୀ ପୁଣି ପ୍ରଶଂସାର ପାତ୍ର ହୋଇଛନ୍ତି ।