Loading...

ଗ୍ରୀସ୍‌ରେ ଢୋଲ ବାଦ୍ୟ ଓ ବନ୍ଦେ ମାତରଂ ଧ୍ବନିରେ ସ୍ବାଗତ କଲେ ଭାରତୀୟ ବଂଶୋଦ୍ଭବ

ଗ୍ରୀସ୍‌ରେ ଢୋଲ ବାଦ୍ୟ ଓ ବନ୍ଦେ ମାତରଂ ଧ୍ବନିରେ ସ୍ବାଗତ କଲେ ଭାରତୀୟ ବଂଶୋଦ୍ଭବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ ସାରି ଗ୍ରୀସ୍‌ ଯାଇଛନ୍ତି । ଗ୍ରୀସରେ ପହଞ୍ଚିବା ପରେ ମୋଦୀଙ୍କୁ ଢୋଲ ବାଦ୍ୟ ଓ ବନ୍ଦେ ମାତରଂ ଧ୍ବନିରେ ସ୍ବାଗତ କରିଛନ୍ତି ଭାରତୀୟ ବଂଶୋଦ୍ଭବ।