Loading...

ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ସ୍କିମର ଶୁଭାରମ୍ଭ କଲେ ମୋଦି

ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ସ୍କିମର ଶୁଭାରମ୍ଭ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’।  ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି।

‘ପରୀକ୍ଷା ପେ ଚର୍ଚ୍ଚା’ରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

‘ପରୀକ୍ଷା ପେ ଚର୍ଚ୍ଚା’ରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ପରୀକ୍ଷା ପେ ଚର୍ଚ୍ଚା ମୋର ବହୁତ ପ୍ରିୟ କାର୍ଯ୍ୟକ୍ରମ । ଆଜିର ଦିନ ଖୁସିର ଦିନ । ପର୍ବ ପର୍ବାଣୀ ମଧ୍ୟରେ ପରୀକ୍ଷା ବି ହୋଇଥାଏ । ଏଥିପାଇଁ ପର୍ବର ମଜା ଅନେକ ଉଠାଇ ପାରିନଥାନ୍ତି ।

କର୍ମୀଙ୍କ ପାଦ ଛୁଇଁଲେ ମୋଦୀ

କର୍ମୀଙ୍କ ପାଦ ଛୁଇଁଲେ ମୋଦୀ

କର୍ମୀ ହିଁ ଦଳର ଶକ୍ତି । ଏକ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ କର୍ମୀଙ୍କ ପାଦ ଛୁଇଁଲେ ନରେନ୍ଦ୍ର ମୋଦୀ । ନିଜ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଚକିତ କରିଥିବା ମୋଦୀ ପୁଣି ପ୍ରଶଂସାର ପାତ୍ର ହୋଇଛନ୍ତି ।