Loading...

ପ୍ରଶ୍ନ ପଚାରିବା ପାଇଁ ଟଙ୍କା’ ନେବା ଦୁର୍ନୀତିରେ ଫସିଥିବା ମହୁଆ ମୈତ୍ରଙ୍କ ସହ ସମ୍ପର୍କ ଥିବାରୁ ଅଡୁଆରେ ପିନାକୀ ମିଶ୍ର

ପ୍ରଶ୍ନ ପଚାରିବା ପାଇଁ ଟଙ୍କା’ ନେବା ଦୁର୍ନୀତିରେ ଫସିଥିବା ମହୁଆ ମୈତ୍ରଙ୍କ ସହ ସମ୍ପର୍କ ଥିବାରୁ ଅଡୁଆରେ ପିନାକୀ ମିଶ୍ର

ପିନାକୀ ଏବଂ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ଏମ୍‌ପି ମହୁଆ ମୈତ୍ରଙ୍କ ଘନିଷ୍ଠ ସମ୍ପର୍କ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ପିନାକୀଙ୍କ ପାଇଁ ବର୍ତ୍ତମାନ ଓଡ଼ିଶା ନିନ୍ଦିତ।