Loading...

ଜୁନ ୪ ତାରିଖରେ ମୌସୁମୀ କେରଳ ଛୁଇଁବ ହେଲେ ଓଡ଼ିଶାକୁ ଆସୁ ଆସୁ ୧୧ ଦିନ ବିଳମ୍ବ

ଜୁନ ୪ ତାରିଖରେ ମୌସୁମୀ କେରଳ ଛୁଇଁବ ହେଲେ ଓଡ଼ିଶାକୁ ଆସୁ ଆସୁ ୧୧ ଦିନ ବିଳମ୍ବ

ଜୁନ ୪ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ହେଲେ ଓଡିଶା ଛୁଇଁଲା ବେଳକୁ ୧୫ ତାରିଖ ହେବାନେଇ ଆକଳନ କରୁଛି ବିଭାଗ। ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁସାରେ ଜୁନ ମାସ ୧୫ ତାରିଖ ପୂର୍ବରୁ ମୌସୁମୀ ଓଡିଶା ଛୁଇଁବାର ନାହିଁ ।