ଜୀବନଚର୍ଯ୍ୟା ସକାଳେ ଚା’ବିସ୍କୁଟ,ଅନ୍ୟାନ୍ୟ ଚିପ୍ସ ଖାଉଥିଲେ ହୋଇଯାନ୍ତୁ ସାବଧାନ 15 Sep, 2022 11 mins read 532 views ସକାଳର ଆରମ୍ଭ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟରୁ ହେବା ଉଚିତ୍। ଯାହାଦ୍ୱାରା ଦିନଟି ଆପଣଙ୍କ ଭଲରେ କଟିବ। ମାତ୍ର ସ୍ୱାସ୍ଥ୍ୟକର ନହେଲେ ଦିନଯାକ ଥକ୍କାପଣ ଅନୁଭବ ହେବା ସହ କାର୍ଯ୍ୟ କରିବାକୁ ଆଗ୍ରହ ହୋଇନଥାଏ।