News

ଶ୍ରେଷ୍ଠ ଧନୀ ସହର ମଧ୍ୟରେ ସ୍ଥାନ ପାଇଛି ମୁମ୍ବାଇ ! ତାଲିକାର ସର୍ବାଗ୍ରେ ରହିଛି ନ୍ୟୁୟର୍କ ସହର

ENO Beuro
ବିଶ୍ୱର ୧୨ ତମ ଧନୀ ସହର ମୁମ୍ବାଇ ସମୁଦାୟ ୯୫୦ ବିଲିୟନ୍‌ ଡଲାର୍‌ ସମ୍ପତ୍ତି ଥାଇ ଭାରତର ଅର୍ଥନୈତିକ ସହର ମୁମ୍ବାଇ ବିଶ୍ୱର ୧୫ଟି ଶ୍ରେଷ୍ଠ ଧନୀ ସହର ମଧ୍ୟରେ ସ୍ଥାନିତ ହୋଇ ପାରିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More