Loading...

ରାତି ପାହିଲେ ଭୋଟ୍‌: ବୁଥ୍‌ ମୁହାଁ ପୋଲିଂ ପାର୍ଟି

ରାତି ପାହିଲେ ଭୋଟ୍‌: ବୁଥ୍‌ ମୁହାଁ ପୋଲିଂ ପାର୍ଟି

ପୌର ଭୋଟ ପାଇଁ ଚାଲିଛି ସଜବାଜ । ଆଜି ପୋଲିଙ୍ଗ୍ ବୁଥ୍ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି । ପୌର ଭୋଟ ପାଇଁ ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ। ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ ।