Loading...

ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ

ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ

ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ । ଚଳିତ ନିର୍ବାଚନ ପାଇଁ ୩୬୦ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୨ଜଣ ମେୟର ପ୍ରାର୍ଥୀ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ପୌର ନିର୍ବାଚନ ପ୍ରଚାରରେ ନାହିଁ କୋଭିଡ୍ କଟକଣା

ପୌର ନିର୍ବାଚନ ପ୍ରଚାରରେ ନାହିଁ କୋଭିଡ୍ କଟକଣା

ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ। ରାଜ୍ୟରେ କୋଭିଡ୍ ସଂକ୍ରମଣ କମୁଥିବାରୁ ରାଜ୍ୟ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି।

ଆଜିଠୁ ଜମିବ ପୌର ନିର୍ବାଚନ ପ୍ରଚାର

ଆଜିଠୁ ଜମିବ ପୌର ନିର୍ବାଚନ ପ୍ରଚାର

ପୌର ନିର୍ବାଚନ ପାଇଁ ସରିଛି ପ୍ରାର୍ଥିପତ୍ର ଦାଖଲ । ପୌରାଧ୍ୟକ୍ଷ, ମେୟର ପାଇଁ ୬୯୩, କାଉନ୍ ସିଲର ଏବଂ କର୍ପୋରେଟର ପାଇଁ ୬୪୫୯ ନାମାଙ୍କନ ଭରିଛନ୍ତି । ଶେଷ ଦିନରେ ସୋମବାର ୫୦୪୫ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ଦିନ

ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ଦିନ

ଆଜି ସରିବ ପୌର ନିର୍ବାଚନ ପ୍ରାର୍ଥିପତ୍ର ଦାଖଲ । କିନ୍ତୁ ଏଯାଏ ପ୍ରମୁଖ ୩ ଦଳ ସବୁ ସ୍ଥାନରେ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି ।

ଜାଣନ୍ତୁ ପୌର ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ?

ଜାଣନ୍ତୁ ପୌର ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ?

ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ସୀମା ଘୋଷଣା କଲେ ରାଜ୍ୟ ନିର୍ବାଚନ କମିଶନ । ଏନଏସି, ମୁନିସିପାଲିଟି ଓ ମହାନଗର ନିଗମ ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚସୀମା ଧାର୍ଯ୍ୟ କରାଯାଇଛି । ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଏନଏସିର ବା ମୁନିସିପାଲିଟି କାଉନସିଲର ପ୍ରାର୍ଥୀ ସର୍ବାଧିକ ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

ଭୁବନେଶ୍ବର ପୌର ନିର୍ବାଚନ ପାଇଁ ମେୟର ତାଲିକା ଘୋଷଣା କଲା ବିଜେଡ଼ି

ଭୁବନେଶ୍ବର ପୌର ନିର୍ବାଚନ ପାଇଁ ମେୟର ତାଲିକା ଘୋଷଣା କଲା ବିଜେଡ଼ି

ପୌର ନିର୍ବାଚନ ପାଇଁ ମେୟର ତାଲିକା ଘୋଷଣା କଲା ବିଜେଡ଼ି । ଭୁବନେଶ୍ବର ମହାନଗର ନିଗମ ପାଇଁ ସୁଲୋଚନା ଦାସ, କଟକ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂ, ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳାଇ ।