ଦୌଲତାବାଦରେ ନଦୀକୁ ଖସିଲା ବସ୍, ୩୬ ମୃତENO BeuroJanuary 30, 2018 by ENO BeuroJanuary 30, 20180131 ମୁର୍ସିଦାବାଦର ଦୌଲତାବାଦରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ପ୍ରାୟ ୩୬ଟି ମୃତଦେହ ଉଦ୍ଧାର ହୋଇଥିବାବେଳେ ୭ ଜଣ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ