Loading...

ରାତିରେ ନଖ କାଟିବା ଶୁଭ ନା ଅଶୁଭ!

ରାତିରେ ନଖ କାଟିବା ଶୁଭ ନା ଅଶୁଭ!

ରାତିରେ ନଖ କାଟିବା ଉଚିତ କିମ୍ବା ଉଚିତ ନୁହେଁ, ତାହାକୁ ନେଇ ସବୁବେଳେ କିଛି ନା କିଛି ଦ୍ୱନ୍ଦ୍ୱ ରହିଥାଏ। ରାତିରେ ନଖ ନ କାଟିବା ପାଇଁ ଘରର ଗୁରୁଜନମାନେ କହିଥାନ୍ତି।