News

ସୁନ୍ଦରୀକୁ ନେଇ ପୁଣି ଅଡୁଆ,ନନ୍ଦନକାନନ ମନା

ENO Beuro
ଟ୍ରାଙ୍କୁଲାଇଜର ଦିଆଯାଇ ବାଘୁଣୀ ସୁନ୍ଦରୀକୁ ଅଣାଯିବା ପରେ ତାଙ୍କୁ ନେଇ ଅଡୁଆ ବଢିବାରେ ଲାଗିଛି । ସୁନ୍ଦରୀକୁ ନନ୍ଦନକାନନରେ ରଖିବା ପାଇଁ ଉଦ୍ୟମ ହେଉଥିବା ବେଳେ ସେଂଟ୍ରାଲ ଜୁ ଅଥରିଟି ଆପତି ଉଠାଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More