Loading...

ପାକିସ୍ତାନ ଫେରିବେ ନଓ୍ଵାଜ ସରିଫ୍‌

ପାକିସ୍ତାନ ଫେରିବେ ନଓ୍ଵାଜ ସରିଫ୍‌

ଇମ୍ରାନ୍‌ ଖାନ୍‌ଙ୍କୁ ଗାଦିରୁ ହଟାଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ଶେହବାଜ୍‌ ସରିଫ୍‌ ଏବେ ଭାଇ ନଓ୍ଵାଜ ସରିଫ୍‌ଙ୍କୁ ଦେଶକୁ ଫେରାଇ ଆଣିବା ଉପରେ ଅଧିକ ଜୋର୍‌ ଦେଉଛନ୍ତି। ସେ ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ଏ ନେଇ ଘୋଷଣା କରିଥିଲେ।