Loading...

ନେପାଳର ନୂଆ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ

ନେପାଳର ନୂଆ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ

ଗତମାସ ୨୦ ତାରିଖରେ ହୋଇଥିବା ନିର୍ବାଚନ ପରେ ନେପାଳରେ ଦେଖାଦେଇଥିବା ରାଜନୈତିକ ଘଟଣାକ୍ରମ ରବିବାର ନୂଆ ମୋଡ଼ ନେଇଛି। ନେପାଳର ନୂଆ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ହୋଇଛନ୍ତି।