Tag Archives: Nephew murders uncle

Archives

  • ଟାଙ୍ଗିଆରେ ହାଣି କକାକୁ ହତ୍ୟା କଲା ପୁତୁରା

    ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦରା ଗାଁରେ ଜମିବାଡ଼ି ମାଲିକାନାକୁ କେନ୍ଦ୍ର କରି ଅଶ୍ୱିନୀ ପାଢ଼ୀ(୩୩ ବର୍ଷ) ନାମକ ଜଣେ ଯୁବକ ତାଙ୍କ ୬୨ ବର୍ଷୀୟ କକା ରମେଶ ପାଢ଼ୀଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସଭାବେ ହତ୍ୟା କରିଛନ୍ତି। ହତ୍ୟା କରିସାରିବା ପରେ ଅଭିଯୁକ୍ତ ଅଶ୍ୱିନୀ ବଙ୍ଗୋମୁଣ୍ଡା ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ପୁଲିସ ସୂତ୍ରରୁ ...