Tag : never heat cold food before having food

LIFESTYLE

ଖାଦ୍ୟ ଥଣ୍ଡା ହେଲା ପରେ ପୁଣି ଗରମ କରି ଖାଉଛନ୍ତି କି!! କରନ୍ତୁ ନାହିଁ ଏପରି ଭୁଲ

Ratnamani Moharana
ଲନ୍ଚ ହେଉ ବା ଡିନର କରିବା ପରେ ଖାଦ୍ଯ ବଳକା ରହିଯାଏ।ବଳକା ଖାଦ୍ଯ କୁ ଆମେ ଗରମ କରି ଖାଇଥାଉ।ଖାଦ୍ଯ ଗରମ କରିବା ପରେ ତାର କମ୍ପଜିସନ ବଦଳିଯାଏ।ଯାହାକି ଶରୀର ପାଇଁ ଖ୍ଯତିକାରକ।ଆସନ୍ତୁ ସେମିତି