Tag : Never these work in morning time

LIFESTYLE

ସକାଳୁ ଉଠିବା ପରେ କେଉଁ କାମ କରିବା ଅନୁଚିତ୍ ଏବଂ ଏହାର କାରଣ କ’ଣ ଜାଣନ୍ତୁ

ENO Beuro
ଆମ  ଦିନର ଆରମ୍ଭ ଯେମିତି ହୋଇଥାଏ ସେହି ଅନୁସାରେ ଦିନଟି ମଧ୍ୟ କଟିଥାଏ । ଦିନର ଆରମ୍ଭ ଆମର ସାରା ଦିନର ସ୍ଵାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ସକାଳୁ ଶୀଘ୍ର ଶଯ୍ୟା ତ୍ୟାଗ କରିବା