Loading...

ଉଡ଼ାଣ ଭରିବା ପୂର୍ବରୁ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଗଲା ବିମାନ

ଉଡ଼ାଣ ଭରିବା ପୂର୍ବରୁ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଗଲା ବିମାନ

ଗତକାଲି ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଛି। ସୋମବାର ସକାଳେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ସ୍ପାଇସ୍‌ ଜେଟ୍‌ର ଏକ ଯାତ୍ରୀବାହୀ ବିମାନର ଓ୍ଵିଙ୍ଗ୍‌ସ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା। ବିମାନ ପୁସ୍‌ ବ୍ୟାକ୍‌ ବେଳେ ଓ୍ଵିଙ୍ଗ୍‌ସଟି ଖୁଣ୍ଟରେ ପିଟି ହୋଇଥିଲା।