Loading...

ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫୁ

ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫୁ

କୋହଳ ହେଲା କଟକଣା । ହଟିଲା ନାଇଟ୍‌ କର୍ଫ୍ୟୁ। ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ହଟିଲା ନାଇଟ୍‌ କର୍ଫ୍ୟୁ। ନାଇଟ୍‌ କର୍ଫ୍ୟୁ ହଟିବା ନେଇ SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି।