Loading...

ଆଜି ପୁଣି ଲିଙ୍ଗରାଜଙ୍କ ନୀତିରେ ବିଳମ୍ବ

ଆଜି ପୁଣି ଲିଙ୍ଗରାଜଙ୍କ ନୀତିରେ ବିଳମ୍ବ

ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ବିଳମ୍ବିତ ରାତିରେ ଖବର ଲେଖା ହେବା ପର୍ଯ୍ୟନ୍ତ ଠାକୁରଙ୍କ ନୀତି ହୋଇ ପାରିନାହିଁ। ଲିଙ୍ଗରାଜଙ୍କ ଜମି ଉପରେ ‘ବଡ଼ୁ ନିଯୋଗ’ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଠାକୁରଙ୍କ ନୀତିରୁ ଦୂରେଇ ରହିଛନ୍ତି।