Loading...

ଜାଭଲିନ ଥ୍ରୋରେ ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା

ଜାଭଲିନ ଥ୍ରୋରେ ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା

ପୂର୍ବରୁ କୌଣସି ଭାରତୀୟ ବିଶ୍ବ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ସ୍ବର୍ଣ୍ଣପଦକ ଜିତିନଥିଲେ। ୨୦୦୫ରେ ଅଞ୍ଜୁ ବବି ଜର୍ଜ କାଂସ୍ୟ ପଦକ ଜିତିଥିବା ବେଳେ ଗତବର୍ଷ ନୀରଜ ଚୋପ୍ରା ଦେଶ ପାଇଁ ବିଶ୍ବ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ପ୍ରଥମ ରୌପ୍ୟପଦକ ଜିତିଥିଲେ।

ଦୋହାରେ ଡାଇମଣ୍ଡ ଲିଗ୍ ରେ ଚମକିଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା

ଦୋହାରେ ଡାଇମଣ୍ଡ ଲିଗ୍ ରେ ଚମକିଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା

ଦୋହାରେ ଚାଲିଥିବା ଡାଇମଣ୍ଡ ଲିଗ୍ରେ ଚମକ୍ରାର ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି ନୀରଜ । ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭ ମିଟର ଦୂରତା ଫିଙ୍ଗି ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇଛନ୍ତି ନୀରଜ ।

ପୁଣି ଚର୍ଚ୍ଚାରେ ନୀରଜ ଚୋପ୍ରାଙ୍କ ଇନଷ୍ଟା ଫଟୋ

ପୁଣି ଚର୍ଚ୍ଚାରେ ନୀରଜ ଚୋପ୍ରାଙ୍କ ଇନଷ୍ଟା ଫଟୋ

ନୀରଜ ଗୋଟିଏ ଗ୍ଲାସ ଚା’ ସହିତ ଏକ ରୁଟି ହାତରେ ଧରିଥିବାର ନଜର ଆସୁଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି କି, ‘ଖାଅ ରୁଟି ପିଅ ଚା’, ଟେନ୍ସନକୁ କର ବାଏ ବାଏ’।