ନ୍ୟୁଜ୍ କଲକାତା ନାଇଟ୍ ରାଇଡର୍ସର ନୂଆ ଅଧିନାୟକ ନୀତୀଶ ରାଣା 28 Mar, 2023 5 mins read 211 views ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କୁ ଆସନ୍ତା ଆଇପିଏଲ୍ ପାଇଁ କଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳର ଅନ୍ତରୀଣ ଅଧିନାୟକ ନିଯୁକ୍ତ କରାଯାଇଛି ।